Posts

ମାଡ୍ରାସ ଉଚ୍ଚ ଅଦାଲତ

 6-4-24 ନ୍ୟାୟାଳୟ   Court ମାଡ୍ରାସ ହାଇକୋର୍ଟଙ୍କ ପ୍ରଶ୍ନ-ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ଦେଖିବା କଣ ଅପରାଧ Madras High Court's question - Is it a crime to watch the Prime Minister's road show? https://www.facebook.com/ photo/?fbid=847020460772694& set=a.468788888595855 ପାଲାନି ମନ୍ଦିର ଧ୍ୱଜସ୍ତମ୍ଭ ସମ୍ମୁଖଦେଇ ଅଣ-ହିନ୍ଦୁଙ୍କ ପ୍ରବେଶ ମନା 1-2-24 ମାଡ୍ରାସ ଉଚ୍ଚ ଅଦାଲତ କହିଛନ୍ତି ଯେ ମନ୍ଦିରଗୁଡ଼ିକ ପିକନିକ୍ ସ୍ଥାନ ନୁହେଁ, ତେଣୁ ଅଣ ହିନ୍ଦୁମାନେ ତାମିଲନାଡୁର ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ତାମିଲନାଡୁ ସରକାରଙ୍କ ହିନ୍ଦୁ ଧର୍ମ ଏବଂ ବନ୍ଦୋବସ୍ତ ବିଭାଗ (HR&CE )ବିଭାଗ କୁ ଅଣ-ହିନ୍ଦୁମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରିବା ପାଇଁ ବୋର୍ଡ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁର ପାଲାନି ମନ୍ଦିର ମାମଲାରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଅଣ-ହିନ୍ଦୁମାନଙ୍କୁ ଧ୍ୱଜସ୍ତମ୍ଭ ସମ୍ମୁଖରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଏନେଇ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ବୋର୍ଡ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ କୋର୍ଟ ମନ୍ଦିର ସହ ଜଡିତ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କିତ ନିର୍ଦ୍ଦେଶ ଦେଇଛନ୍ତି । ରୀତିନୀତି ଏବଂ ପ୍ରଥା ଅନୁଯାୟୀ ମନ୍ଦିରର ରକ୍ଷଣାବେକ୍ଷ...

ଛାଡପତ୍ର ମାମଲାକୁ ଏକତରଫା ପ୍ରତ୍ୟାହାର କରିପାରିବେନି ସ୍ତ୍ରୀ ଅବା ସ୍ୱାମୀ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ପରସ୍ପର ସହମତ ହୋଇଥିବା ଛାଡପତ୍ର ସମାଧାନ ଚୁକ୍ତିରୁ ସ୍ତ୍ରୀ ଅବା ସ୍ୱାମୀ ଏକପାଖିଆ ପ୍ରତ୍ୟାହାର କରିବା ଅନ୍ୟ ପକ୍ଷଙ୍କ ପାଇଁ ମାନସିକ ନିର୍ଯାତନା ପାଲଟି ଥାଏ । ଜଷ୍ଟିସ ସୁରେଶ କୁମାର କୈତ ଏବଂ ନୀନା ବଂସଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟଙ୍କ ରାୟକୁ ଦର୍ଶାଇ କହିଛନ୍ତି ଯେତେବେଳେ ସ୍ତ୍ରୀ-ସ୍ୱାମୀ ପରସ୍ପର ସହମତି ଅନୁଯାୟୀ ଛାଡପତ୍ର କରିବାକୁ ରାଜି ହୁଅନ୍ତି, କୌଣସି ଯୁକ୍ତିଯୁକ୍ତ କାରଣ ବିନା ସ୍ତ୍ରୀସ୍ୱାମୀଙ୍କ ସହମତିକୁ ଏକତରଫା ପ୍ରତ୍ୟାହାର କ୍ରୁରତା ହୋଇଥାଏ । କୋର୍ଟ କହିଛନ୍ତି, ଏହା ଦ୍ୱାରା ସେମାନଙ୍କର ବିବାଦ ସମାପ୍ତ ହେବାକୁ ଯାଉଛି ଏବଂ ସମାଧାନର ପ୍ରୟାସରୁ ଓହରିଯିବା ହେଉଛି ବୋଲି ମନରେ ଅସନ୍ତୋଷ, ନିଷ୍ଠୁରତା ଏବଂ ଅନିଶ୍ଚିତତା ସୃଷ୍ଟି କରିଥାଏ । ଏହା ସ୍ପଷ୍ଟ ଉଭୟ ପକ୍ଷ ମଧ୍ୟରେ ଝଗଡା କୌଣସି ଯୁକ୍ତିଯୁକ୍ତ ଆଧାରରେ ନୁହେଁ, ବରଂ ସ୍ତ୍ରୀ ସ୍ୱାମୀଙ୍କଠାରୁ ପ୍ରତିଶୋଧ ନେବାକୁ ଇଚ୍ଛା ଦ୍ୱାରା ପରିଚାଳିତ ଇଗୋ ମଧ୍ୟରେ ଯୁଦ୍ଧ ଥିଲା । ତେଣୁ ଛାଡପତ୍ରରୁ ଏପରି ଏକପାଖିଆ ପ୍ରତ୍ୟାହାର ପାରସ୍ପରିକ ସମ୍ମତି କ୍ରୁରତା ସହିତ ସମାନ । ୨୦ ମାର୍ଚ୍ଚ ୨୦୧୭ ରେ ପାରିବାରିକ ଅଦାଲତଙ୍କ ବିରୋଧରେ ଜଣେ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଶୁଣାଣି ବେଳେ କୋର୍ଟ ଏହି ଅନୁସନ୍ଧାନକୁ ଫେରାଇ ଆଣିଥିଲେ ଯାହା କ୍ରୁରତା କାରଣରୁ ଛାଡପତ...

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର- ମୁସଲିମ ବହୁ ବିବାହ ନେଇ କୋର୍ଟ ରାୟ

  मुस्लिम कर सकते हैं 4 निकाह, लेकिन हर बीवी का रखना होगा ख्याल: हाई कोर्ट ने इस्लामी कानून का दिया हवाला, कहा- शौहर नहीं कर सकता भेदभाव 28-12-2023 मद्रास हाई कोर्ट ने इस्लामी कानून को आधार बताकर एक मामले की सुनवाई करने के दौरान कहा है कि मुस्लिम पुरुष बिना किसी समस्या के चार निकाह कर सकता है लेकिन उसे सभी बीवियों का बराबर ख्याल रखना पड़ेगा। मद्रास हाई कोर्ट ने निकाह को लेकर यह  टिप्पणी  हाल ही में एक मुकदमे की सुनवाई में की। यह मुकदमा एक मुस्लिम महिला ने अपने शौहर के खिलाफ दायर किया था। महिला का कहना था कि उसके शौहर और उसके परिवार वालों ने उसको प्रताड़ित किया। महिला के अनुसार, उसके शौहर के परिवार वाले उसके गर्भवती होने के दौरान उसे ऐसा खाना देते थे जो कि उसे पसंद नहीं था और सही से साड़ी ना बाँधने के लिए भी परेशान करते थे। साथ ही जब महिला का गर्भपात हो गया तो उसे इस बात के लिए भी प्रताड़ित किया गया कि उसके कोई बच्चा नहीं है। महिला ने यह भी कहा कि इसके बाद जब वह अत्याचार नहीं सहन कर पाई तो वह अपने मायके चली गई। उसके शौहर ने उसे दूसरे निकाह की धमकी दी। महिला ने दावा किया कि उसक...

ଗୋହତ୍ୟା ଉପରେ କୋର୍ଟ ରାୟ

  गोवंशियों की हत्या हुए चित्र देख गुजरात उच्च न्यायालय भी स्तब्ध, कहा- ‘भगवान भी माफ नहीं करेंगे’ December 13, 2023 गुजरात के खेड़ा जिले के नाडियाद में गायों की मौत को लेकर उच्च न्यायालय ने कड़ी टिप्पणी की है। गायों की लाश वाली तस्वीरें देख उच्च न्यायालय स्तब्ध रह गया और कहा कि, इस कृत्य के लिए भगवान भी माफ नहीं करेंगे। मौत के बाद गायों के अवशेष खुले में ही फेंक दिए गए थे। जस्टिस एजे शास्त्री और जस्टिस हेमंत प्रच्छक की बेंच ने सड़क पर खुले में घूमने वाले मवेशियों से होने वाली परेशानियों से जुड़ी एक जनहित याचिका पर सुनवाई करते हुए य​ह  टिप्पणी  की। नडियाद के रहने वाले मौलिक श्रीमाली ने यह  याचिका  दायर की थी। उन्होंने इस समस्या की तरफ न्यायालय का ध्यान खींचने के लिए खुले में छोड़ दी गई गायों की लाश की तस्वीरें भी पीठ के सामने रखी। उच्च न्यायालय की बेंच ने इस पर हैरानी जताते हुए अधिकारियों से जाँच कर रिपोर्ट पेश करने को कहा। राज्य सरकार की नीति के तहत आवारा पशुओं की परेशानी से निपटने के लिए गायें बाड़े में रखी गई थी। इनमें  30 गायों  की मौत हो गई थ...

ଧାରା 370

Image
 11-12-2023 ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ସ୍ଥିତିକୁ ବାତିଲ କରିବା ଠିକ୍; ଧାରା 370 ସମ୍ପୂର୍ଣ୍ଣରୂପେ ଏକ   ଅସ୍ଥାୟୀ ବ୍ୟବସ୍ଥା ଥିଲା: ସୁପ୍ରିମକୋର୍ଟ | ଧାରା ୩୭୦ ଉପରେ ‘ସୁପ୍ରିମ’ ମୋହର ନୂଆଦିଲ୍ଲୀ, ୧୧ ।୧୨: ଧାରା ୩୭୦ ବୈଧତା ଉପରେ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଦୀର୍ଘ ୪ ବର୍ଷ ୪ମାସ ଓ ୬ ଦିନ ପରେ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତ୍ୱତାଧୀନ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହା ଉପରେ ମୋହର ମାରିଛନ୍ତି । ସିଜେଆଇ କହିଛନ୍ତି, ଜାମ୍ମୁ-କାଶ୍ମୀର ହେଉଛି ଭାରତ ଅଭିନ୍ନ ଅଙ୍ଗ । ରାଜ୍ୟରୁ ଧାରା ୩୭୦ ଉଚ୍ଛେଦ ସଠିକ୍ ନିଷ୍ପତ୍ତି । କେନ୍ଦ୍ର ସରକାରଙ୍କ ୨୦୧୯ ଅଗଷ୍ଟ ୫ ତାରିଖ ନିଷ୍ପତ୍ତି ବଳବତ୍ତର ରହିବ । ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ଅଧିକାର ଭିତରେ ରହିଛି । ଧାରା ୩୭୦ ସମ୍ବିଧାନରେ ଅସ୍ଥାୟୀ ବ୍ୟବସ୍ଥା ଥିଲେ । ତେଣୁ ଏହି ଅନୁଚ୍ଛେଦ ଉଚ୍ଛେଦ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ପାରିବା ନାହିଁ । ଅନ୍ୟପଟେ ଶୀଘ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ଅଦାଲତ କହିଛନ୍ତି । ସିଜେଆଇ କହିଛନ୍ତି, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଅଧିସୂଚନା ଜାମ୍ମୁକାଶ୍ମୀରରେ ସମ୍ବିଧାନ ସଭା ଭାଙ୍ଗିବା ପରେ ନିଆଯାଇଛି । ପରେ ଏଠାରେ ରାଷ୍ଟ୍ରପତି ଶାସନ ଲା...

ଓଡିଶା ଉଚ୍ଚ ନ୍ୟାୟାଳୟ

  ଓଡ଼ିଶା ହାଇକୋର୍ଟ ଇତିହାସରେ ଏକ ନୂଆ ଫର୍ଦ୍ଦ ସୁପ୍ରିମକୋର୍ଟର ୧୦୦ଟି ରାୟର ଓଡ଼ିଆ ଅନୁବାଦ ଉପଲବ୍‌ଧ କଟକ: ଓଡ଼ିଶା ହାଇକୋର୍ଟ ବିଶ୍ୱର ଟପ୍‌-୩ ଇକନୋମିରେ ଆସିବ ଭାରତ: ମୋଦି ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ସୁପ୍ରିମକୋର୍ଟଙ୍କର ଉଲ୍ଲେଖନୀୟ ୧୦୦ଟି ରାୟ ଓଡ଼ିଆ ଭାଷାରେ ଅନୁବାଦ ହୋଇ ଏବେ ହାଇକୋର୍ଟଙ୍କୱେବସାଇଟରେ ଉପଲବ୍ଧ ହୋଇଛି । ଫଳରେ ହାଇକୋର୍ଟ ୱେବସାଇଟରୁ ଜଣେ ବ୍ୟକ୍ତି ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟଙ୍କ ରାୟ ସବୁ ପଢି ପାରିବ । ହାଇକୋର୍ଟ ୱେବସାଇଟର ଜଜ୍‌ମେଣ୍ଟସ୍ ଇନ୍ ଭର୍ଣ୍ଣାକୁଲାରଲାଙ୍ଗୁଏଜ୍‌\'(ସ୍ଥାନୀୟ ଭାଷାରେ ଅନୁଦିତ ରାୟସମୂହ)ଶୀର୍ଷକ ସ୍ଥାନରେ ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟଙ୍କ ରାୟ ସବୁ ଉପଲବ୍ଧ ହେଉଛି । ଏଥି ସହିତ ହାଇକୋର୍ଟଙ୍କ ୨୭ଟି ଓଡ଼ିଆ ଭାଷାରେ ଅନୁଦିତ ରାୟ ମଧ୍ୟ ଏଠାରେ ଉପଲବ୍ଧ ରହିଛି । ଓଡ଼ିଆରେ ଅନୁବାଦ ହୋଇଥିବା ରାୟସହିତ ମୂଳ ଇଂରାଜୀ ରାୟ ମଧ୍ୟ ଉପଲବ୍ଧ ରହିଛି । ସାଧାରଣ ଲୋକ ଅନେକ ସମୟରେ ଅଦାଲତି ରାୟ ବୁଝି ପାରି ନଥାନ୍ତି । ଆଇନରେ ଥିବା ସବୁ ଶବ୍ଦର ଅର୍ଥ ବୁଝିବା କଷ୍ଟ ହୋଇଥାଏ । କିନ୍ତୁ ମାତୃଭାଷାରେ ରାୟର ଅନୁବାଦ ଉପଲବ୍ଧ ହେବା ଦ୍ୱାରା ଏବେ ସାଧାରଣ ଲୋକ ସହଜରେ ଅଦାଲତି ରାୟକୁ ବୁଝି ପାରିବେ । ଏଥି ସହିତ ନ୍ୟାୟିକ ପ୍ରକ୍ରିୟା ସେମାନଙ୍କ ପାଇଁ ଆଉ ଅଡୁଆ ପାଠ ହୋଇ ରହିବ ନାହିଁ ବୋଲି ଆଶା କରାଯାଇଛି । ୨୦୨୩, ଫେବ୍ରୁଆରି ୩ରେ ରାଜ୍ୟର ୧୦ଟି ଜିଲ...

ସୋସିଆଲ ମିଡିଆ

Image
  ଗ୍ରୁଫ ମେମ୍ବରଙ୍କ ପୋଷ୍ଟ ପାଇଁ ଦାୟୀ ନୁହଁନ୍ତି ଆଡ୍ ମିନ୍ -କରେଳ ହାଇକୋର୍ଟ http://dharitriepaper.in/ edition/10000/bhubaneswar/ page/11 ଆଇନ ନମାନିଲେ ଭାରତ ଛାଡ: Twitterକୁ କୋର୍ଟଙ୍କ ଚେତାବନୀ ନୂଆଦିଲ୍ଲୀ: ପୁଣି ଥରେ କୋର୍ଟଙ୍କ ରୋଷର ଶିକାର ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟ୍ଟର । ଭାରତୀୟ ଆଇନ ନ ମାନିଲେ ଆପଣ ଭାରତ ଛାଡନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ନ୍ୟାୟପାଳିକା ବିପକ୍ଷରେ ରହିଥିବା ଅପମାନ ଜନକ କଣ୍ଟେଣ୍ଟ ପ୍ରତ୍ୟାହାର ନହେବା କାରଣରୁ ଏଭଳି ଚେତାବନୀ ଦେଇଛନ୍ତି କୋର୍ଟ । ନ୍ୟାୟପାଳିକା ବିପକ୍ଷରେ ରହିଥିବା କଣ୍ଟେଣ୍ଟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲେ ହେଁ ଟ୍ୱିଟ୍ଟର ପକ୍ଷରୁ ଏହାକୁ ପାଳନ କରାଯାଇନଥିଲା । କୋର୍ଟ ଟ୍ୱିଟ୍ଟରକୁ ସମାଲୋଚନା କରିଥିଲେ । ଭାରତରେ କାର୍ଯ୍ୟ କରୁଥିବା ସମସ୍ତ କମ୍ପାନୀ ଭାରତୀୟ ଆଇନ ମାନିବାକୁ ବାଧ୍ୟ । ଯଦି କୌଣସି କମ୍ପାନୀ ଏହା ନ ମାନନ୍ତି ସେମାନେ ଦେଶ ଛାଡି ପାରନ୍ତି । ଏହା ସହିତ ଟ୍ୱିଟ୍ଟର ବିରୋଧରେ ନ୍ୟାୟିକ ମାମଲା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ଏମ୍ ସତ୍ୟନାରାୟଣଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ନିଷ୍ପତ୍ତି ନେଇଥିଲେ । ଏହା ସହିତ ଆଦେଶ ଅମାନ୍ୟର କାରଣ ଜଣାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । https://odishabh...