Posts

ଓଡିଶା ଅଦାଲତ

ଓଡିଶା ଅଦାଲତର ରାୟ ବାପା ମାଆଙ୍କୁ ହଇରାଣ କଲେ ନିର୍ଦୟ ପୁଅଙ୍କୁ ଘରୁ ବିତାଡିତ ହେବାକୁ ପଡିବ-ଅଦାଲତ https://www.facebook.com/ viswasambadkendraodisha/posts/ pfbid0ttvdPRouBj2st5gz7fFF27g4 a2qAy2Q6WMHfMCqTHSJePCyDNPNTxj 1zjncmeJx7l https://sambadepaper.com/ imageview_30824_186242_4_71_ 08-09-2024_7_i_1_sf.html

ଭରଣ ପୋଷଣ-ତିନି ତଲାଗ

  ଭରଣ ପୋଷଣ ଆଇନ ସମସ୍ତଙ୍କ ପାଇଁ ସମାନ-ସୁପ୍ରିମ୍ କୋର୍ଟ https://www.facebook.com/ viswasambadkendraodisha/posts/ pfbid0SUg4hez2fyuLXaQMCdgXZ7pv uG1X4ba9VGXeXhTuJGhAK4oAiQjiqx 6fkNhQxqKxl

ଧର୍ମାନ୍ତରୀକରଣ

  ନ୍ୟାୟାଳୟଙ୍କ ଆଦେଶ ଧର୍ମ ପ୍ରଚାରର ସ୍ବାଧୀନତା ଅର୍ଥ ଧର୍ମାନ୍ତରୀକରଣ ନୁହେଁ-ଆହ୍ଲାବାଦ ହାଇକୋର୍ଟ https://www.facebook.com/ viswasambadkendraodisha/posts/ pfbid02nrYZwhpt4P3ncyfoK9D2jr9 9RnXyb8w39jQwXKz53ZdLREh7haABs cbpg2ST7kmil

କେଜିରିଓ୍ବାଲ-ସୁପ୍ରିମକୋର୍ଟ-Supreme Court’s advisory

  ସୁପ୍ରିମକୋର୍ଟଙ୍କ ପରାମର୍ଶ- Supreme Court’s advisory କ୍ଷମାପତ୍ର   ଦେବାଲାଗି   କେଜରିଓ୍ବାଲଙ୍କୁ   ସୁପ୍ରିମକୋର୍ଟଙ୍କ   ପରାମର୍ଶ Supreme Court advises Kejriwal to submit apology affidavit https://political-parties- leaders.blogspot.com/2024/03/ blog-post.htm

କଲିକତା ହାଇକୋର୍ଟ

Image
 

ଏହ୍ଲାବାଦ ହାଇକୋର୍ଟ

Image
 

ସରୋଗେସି

 ବିନା ବିବାହରେ ସରୋଗେସିକୁ ଅନୁମତି ନାହିଁ : ସୁପ୍ରିମକୋଟ 7-2-24 ନୂଆଦିଲ୍ଲୀ : ବିନା ବିବାହରେ ସରୋଗେସି ମାଧ୍ୟମରେ ଜଣେ ମହିଳା ହେବାର ମାତା ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଆମେ ଏହି ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭଳି କରିପାରିବୁ ନାହିଁ । ଏହି ପ୍ରସଙ୍ଗରେ ଆମେ ସେମାନଙ୍କୁ ଅନୁସରଣ କରିପାରିବୁ ନାହିଁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଦେଶରେ ବିବାହ ପ୍ରତିଷ୍ଠାନକୁ ସୁରକ୍ଷିତ କରାଯିବା ଉଚିତ । ଆମକୁ ଏହିପରି ଅନୁଷ୍ଠାନଗୁଡିକର ସୁରକ୍ଷା କରିବାକୁ ପଡିବ । ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ଡବଲ ବେଞ୍ଚରେ ପୂର୍ବରୁ ଏହି ମାମଲାର ଶୁଣାଣି ହୋଇଥିଲା । ମାମଲାରେ ଜଣେ ୪୪ ବର୍ଷ ବୟସ୍କା ଅବିବାହିତ ମହିଳା ଆବେଦନ କରିଛନ୍ତି । ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ସେ ବିନା ବିବାହରେ ସରୋଗେସି ମାଧ୍ୟମରେ ମା ହେବାକୁ ଚାହୁଁଛନ୍ତି । ଏପରି ପରିସ୍ଥିତିରେ କୋର୍ଟ ତାଙ୍କୁ ଅନୁମୋଦନ ଦେବା ଉଚିତ । ଏହା ଶୁଣି ଡବଲ ବେଞ୍ଚ ପ୍ରଶ୍ନ ଉଠାଇଥିଲେ ସେ କାହିଁକି ଏହା କରିବାକୁ ଚାହୁଁଛନ୍ତି, କିନ୍ତୁ ଆମ ଦେଶରେ ମା ହେବାର ଅନେକ ଉପାୟ ଅଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଆଇନ ଅନୁଯାୟୀ ଯଦି ଜଣେ ମହିଳା ମା ହେବାକୁ ଚାହାନ୍ତି ତେବେ ସେ ବିବାହ କରିପାରିବେ । ଏହା ବ୍ୟତୀତ ଏକ ଶିଶୁ ପୋଷ୍ୟ ଭାବେ ଗ୍ରହଣ କରିବାର ଅଧିକାର ଦେଶର ଆଇନରେ ମଧ୍ୟ ଦ...